Advertisement

ଆପଣ ଜାଣିଛନ୍ତି କି ? ଏ ସବୁ କଥା କଣ କଲେ କଣ ହୁଏ ?

 ନମସ୍କାର ସମସ୍ତ ଙ୍କୁ ଆପଣ ମାନଙ୍କୁ ଆମ ପେଜ କୁ ସ୍ବାଗତଂ ,ପେଜ ରେ ଯଦି ନୂଆ ତେବେ ଉପରେ ଥିବା follow  ବଟନ  କୁ ଦବାନ୍ତୁ ଆଉ ନୂଆ ନୂଆ ଜିନିଷ ଜାଣନ୍ତୁ |ପୋଷ୍ଟ ଟି ଯଦି ଭଲ ଲାଗେ ସେୟାର ନିଶ୍ଚୟ କରନ୍ତୁ  |ଜୟ  ଜଗନାଥ 






                            ଓଁ  ଉଚ୍ଚାରଣ କଲେ କ'ଣ ହୁଏ ?

  • ଓଁ ଉଚ୍ଚାରଣ ଦ୍ୱାରା ପ୍ରାଣ  ଶକ୍ତି ଊର୍ଧ୍ୱଗାମୀ ହୁଏ |
  • ଆତ୍ମିକ ବଳ  ମିଳେ |
  • ଏହାକୁ ସାତ ଥର ଉଚ୍ଚାରଣ କଲେ ,ଶରୀରର ରୋଗ ଉତପନକାରୀ କୀଟାଣୁ ଦୂର ହବା କୁ ଲାଗନ୍ତି |
  • ମନରୁ ହତାଶ ଓ ନିରାଶ ଭାବ ଦୂର ହୁଏ 
ବ୍ୟସ୍ତ ଭରା ଏ ଦୁନିଆ ରେ ମଣିଷ କାମ,ଚିନ୍ତା କରିଥାକି ଯାଏ ଏବଂ ବିରକ୍ତି ଭାବ ହୋଇଥାଏ ଏ ସବୁ ର ବାହାରିବା ର  ଉପାୟ ହେଲା  ଯୋଗ ପ୍ରାଣାୟାମ |ଦିନ କୁ ତିରିଶ ମିନଟ ଯୋଗ ପ୍ରାଣାୟାମ କିମ୍ବା ବ୍ୟାୟାମ କରିବା ଆବଶ୍ୟକ  ଯାହା ଦ୍ୱାରା ଶରୀର ସୁସ୍ଥ  ସୁନ୍ଦର ରହିବ |

                                ଶଙ୍ଖ ବଜାଇଲେ କ'ଣ ହୁଏ ?

  • ଶଙ୍ଖ ଧ୍ୱନୀ  ରୋଗ ଉତପନକାରୀ ଜୀବାଣୁ କୁ ନଷ୍ଟ କରିଦିଏ |
  • ସଞ୍ଜବେଳେ ଶଙ୍ଖ ବଜାଇଲେ ଭୁତ ପ୍ରେତ ପଳାୟନ କରନ୍ତି |
  • ଖାନା ଦୋଷ ଦୂର ହୁଏ |
  • ପାଚନ ଶକ୍ତି  ବଢେ |
  • ମୁଖର କାନ୍ତି ବଢେ |

                             ନମସ୍କାର କଲେ କ'ଣ ହୁଏ ?

  • ଏହା  ଏକ ଶ୍ରେଷ୍ଠ ସଂସ୍କାର |
  • ଗୁରୁଜନ,ପିତାମାତା ,ସନ୍ଥ - ଜ୍ଞାନୀ ମହାପୁରୁଷ ଙ୍କ ଆଗରେ ହାତଯୋଡ଼ି ନତମସ୍ତକ ହେଲେ ମନରୁ ଅହଂକାର  ଦୂର ହୋଇଯାଏ |
  • ଅନ୍ତଃକରଣ ଶୁଦ୍ଧ ହୁଅ |ନମସ୍କାର ଦ୍ୱରା ଯୋଗ ମୁଦ୍ରା ମଧ୍ୟ ହୁଏ |

                                   ପାର୍ଥନା କଲେ କ'ଣ ହୁଏ ?

  • ହୃଦୟ ରେ ସମର୍ପଣ ଆସେ |
  • ଆଚରଣ ରେ ସଂଯମତା ଆସେ |
  • ମନରେ ସୁଦ୍ଧ ଆଚରଣ ନିଷ୍ଠା ଓ ପବିତ୍ରତା ଆସେ |
  • ମାନସିକ ଶାନ୍ତି ମିଳେ |
  • ମନସ୍କାମନା ପୁରାଣ ହୁଏ |

                          ଓଷା ଉପବାସ କଲେ କ'ଣ ହୁଏ ?

  • ମନ ଭାଗବତ ପାଦ ପଦ୍ମ ରେ ସମର୍ପିତ ହୁଏ |
  • ମନରେ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୁଏ |
  • ଏକାଗ୍ରତା ଓ ନିଷ୍ଠା ବଢେ |
  • ଉପବାସ ଦ୍ଦ୍ୱାରା ମେଦ ହ୍ରାସ ହୂଏ |
  • ପାକସ୍ଥଳୀ  ପରିସ୍କୃତ ରୁହେ |
  • ପାଚନ ତନ୍ତ୍ର  କ୍ରିୟାଶୀଳ ହୁଏ |
  • ଆଳସ୍ୟ ଦୂର ହୁଏ |

                        ଯଂଜ୍ଞ  କଲେ କ'ଣ ହୁଏ ?

  • ଭକ୍ତି ଓ ନିଷ୍ଠା ର  ସହିତ ଯଂଗ୍ୟ କଲେ ପୁତ୍ର କାମନା କରୁଥିବା ବ୍ୟକ୍ତି ର ପୁତ୍ର ଲାଭ ହୁଏ |
  • ଧନ  ଇଚ୍ଛା କରୁଥିବା ଲୋକ ଧନ ଲାଭ କରେ |
  • ଭଗବତ  ପ୍ରାପ୍ତି ହୁଏ |
  • ବିବାହ କରିବାକୁ ଚାଁହୁଥିବା ବ୍ୟକ୍ତି ସୁନ୍ଦରୀ ପତ୍ନୀ ଲାଭ କରେ |
  • ଶ୍ରୀକାମନା କରୁଥିବା ଲୋକ ଐଶ୍ଵର୍ଯ୍ୟ ପ୍ରାପ୍ତି କରେ |
 

Post a Comment

0 Comments