ରଜ ଦୋଳି କଟ ମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ...ଦିଶେ କେଡେ ଝଟ ଝଟ .. ରଜ ମଉଜ କୁ କେହି ଭୁଲି ପାରିବେନି ...ରଜ ଶୁଭେଚ୍ଛା
|
odia santa banta.in |
https://amzn.to/3hlDAWX
1.ବନସ୍ତେ ଡାକିଲା ଗଜ,ବରଷକେ ଥରେ ଆସିଛି ରଜ,ଆସିଛି ରଜ ଲୋଘେନି ନୂଆ ସଜବାଜ ॥2.ରଜ ଦୋଳି କଟ କଟ,ମୋ ଭାଇ ମଥାରେ ସୁନା-ମୁକୁଟ,ସୁନା ମୁକୁଟ ଲୋହେଉଥାଏ ଝକମକ ॥3.ପାନ ଖିଆ ରସିକ ପାଟି,ଖୋଜି ବୁଲୁଥିଲା ରାଜାଙ୍କ ହାତୀ,ଢାଳି ଦେଇଗଲା ଶିରରେ,ରାଜା ହୋଇଗଲେ ରଜରେ ॥
|
credit to:odiaweb |
|
credit to:odiaweb |
|
credit to:odia web |
ମୌସୁମୀ ର ପ୍ରଥମ ସ୍ପର୍ଶ ରେ ସମଗ୍ର ଓଡ଼ିଶା ରାଜ୍ୟବାସୀ ଙ୍କୁ ‘ ରଜ ପର୍ବ ‘ର ଶୁଭେଚ୍ଛା
0 Comments